JMS Travels

JMS Travels JMS Travels- One stop travel solution.

ରଙ୍ଗର ପର୍ବ "ହୋଲି" ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ହୋଲି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ...
04/03/2026

ରଙ୍ଗର ପର୍ବ "ହୋଲି" ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ହୋଲି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ରଙ୍ଗ ଭରିଦେଉ ବୋଲି ପ୍ରଭୁ ଶ୍ରୀ ରାଧାକୃଷ୍ଣଙ୍କ ନିକଟରେ ମୋର ପ୍ରାର୍ଥନା ।

ପବିତ୍ର ମହା  #ଶିବରାତ୍ରିର ହାର୍ଦ୍ଦିକ ଶୁଭେଚ୍ଛା। ମହାଦେବଙ୍କ ଅପାର କରୁଣା ସଭିଙ୍କ ଉପରେ ରହିଥାଉ। ଓଁ ନମଃ ଶିବାୟ 🙏🙏
15/02/2026

ପବିତ୍ର ମହା #ଶିବରାତ୍ରିର ହାର୍ଦ୍ଦିକ ଶୁଭେଚ୍ଛା।
ମହାଦେବଙ୍କ ଅପାର କରୁଣା ସଭିଙ୍କ ଉପରେ ରହିଥାଉ।
ଓଁ ନମଃ ଶିବାୟ 🙏🙏

ଦ୍ଵିତୀୟ କୋଣାର୍କ !! SECOND KONARK !!----------------------------------ମା ଗଙ୍ଗେଶ୍ଵରୀ  ମନ୍ଦିର | ପୁରୀଠାରୁ 35 କିମି ଦୂର ବୟାଳିଶ...
07/02/2026

ଦ୍ଵିତୀୟ କୋଣାର୍କ !! SECOND KONARK !!
----------------------------------
ମା ଗଙ୍ଗେଶ୍ଵରୀ ମନ୍ଦିର | ପୁରୀଠାରୁ 35 କିମି ଦୂର ବୟାଳିଶଵଟୀ ଠାରେ ରହିଛି 700 ବର୍ଷ ପୁରୁଣା ଏହି ମନ୍ଦିର | ଗଙ୍ଗବଂଶୀ ରାଜାଙ୍କ ଇଷ୍ଟଦେବୀ ମା ଗଙ୍ଗେଶ୍ଵରୀଙ୍କ ମନ୍ଦିର, ପ୍ରସିଦ୍ଧ କୋଣାର୍କ ମନ୍ଦିରର ପ୍ରତିକୃତି ସ୍ୱରୂପ ଏହାର ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ | 1300 ଶତାବ୍ଦୀ ରେ ଗଙ୍ଗବଂଶୀ ରାଜା ଏହାର ନିର୍ମାଣ କରିଥିଲେ | କଳିଙ୍ଗ ବାସ୍ତୁକଳା ର ପଞ୍ଚତନ୍ତ୍ର ଶୈଳୀ ରେ ଏହାର ନିର୍ମାଣ ହେଇଥିବା ବେଳେ, ଦେଉଳଟି ଖାକରା ଶୈଳୀ ରେ ନିର୍ମିତ ଯାହାର ଏକ ଜଗମୋହନ ରହିଛି | କୋଣାର୍କ ସଦୃଶ କାରୁକାର୍ଯ୍ୟ ରେ ପରିପୂର୍ଣ ମା ଗଙ୍ଗେଶ୍ଵରୀ ମନ୍ଦିରର ପ୍ରବେଶ ଦ୍ୱାରଟି ଅଦ୍ଵିତୀୟ | ବୌଦ୍ଧିକ ତନ୍ତ୍ରସାଧନା ର ଏହା ଏକ ପୀଠସ୍ଥଳୀ |

ତେବେ ପ୍ରଶାସନିକ ଅବହେଳା ଯୋଗୁଁ ଏହି ଅଦ୍ଭୁତ ପ୍ରାଚୀନ ମନ୍ଦିରଟି ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି | ବୈଭବଶାଳୀ ପ୍ରାଚୀନ ଓଡ଼ିଆ ସଂସ୍କୁତି ଓ ପରମ୍ପରାର ପ୍ରତୀକ ଏମିତି କିଛି ପ୍ରାଚୀନ ମନ୍ଦିରକୁ ଲୋକଲୋଚନକୁ ଆଣିବାକୁ ଆମେ ପ୍ରତିଶୃତିବଦ୍ଧ | ଆପଣ ବି ଏଥିରେ ସହାୟକ ହୁଅନ୍ତୁ |
Comment, Like & Share କରନ୍ତୁ | ଧନ୍ୟବାଦ |

 #ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ 'ଯତରା-୨୦୨୬'ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ କ୍ଷେତ୍ରର ଫଟୋ, ନିଜ ସୋସିଆଲ ମିଡ଼ିଆ ଆଇଡିରେ ଅ...
28/01/2026

#ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ 'ଯତରା-୨୦୨୬'
ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ କ୍ଷେତ୍ରର ଫଟୋ, ନିଜ ସୋସିଆଲ ମିଡ଼ିଆ ଆଇଡିରେ ଅପଲୋଡ଼ କରି ଆମକୁ ହ୍ଵାଟ୍ସଆପ କରନ୍ତୁ ।
ମହୋତ୍ସବ ମଞ୍ଚରେ ବିଜେତାଙ୍କୁ କରାଯିବ ପୁରସ୍କୃତ ।

CMO Odisha
Governor Odisha
Information & Public Relations Department, Government of Odisha
Odia Language Literature & Culture Department, Government of Odisha

 #ତୁମେ_ମୋତେ_ରକ୍ତ_ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି, ଏହି ବଳିଷ୍ଠ ଆହ୍ୱାନ ସାରା ଭାରତବର୍ଷକୁ ପ୍ରକମ୍ପିତ କରିଥିଲା l ଭାରତର ବୀର ସନ୍ତାନ, ...
23/01/2026

#ତୁମେ_ମୋତେ_ରକ୍ତ_ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି, ଏହି ବଳିଷ୍ଠ ଆହ୍ୱାନ ସାରା ଭାରତବର୍ଷକୁ ପ୍ରକମ୍ପିତ କରିଥିଲା l ଭାରତର ବୀର ସନ୍ତାନ, ଆଜାଦ୍ ହିନ୍ଦ୍ ଫୌଜର ପ୍ରତିଷ୍ଠାତା, ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ତଥା 'ପରାକ୍ରମ ଦିବସ' ଅବସରରେ ମହାନ ବରପୁତ୍ରଙ୍କୁ କୋଟି କୋଟି ପ୍ରଣାମ।

ବିଦ୍ୟାଦାୟିନୀ ମା' ସରସ୍ବତୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା..
23/01/2026

ବିଦ୍ୟାଦାୟିନୀ ମା' ସରସ୍ବତୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା..

ଇଂରାଜୀ ନୂଆବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା। ଏହି ନୂଆବର୍ଷରେ ଆପଣଙ୍କର ସମସ୍ତ ମନୋକାମନା ପୂରଣ ହେବା ସହିତ ବର୍ଷଟି ଆପଣଙ୍କ ପାଇଁ ଶୁଭଦାୟକ ...
01/01/2026

ଇଂରାଜୀ ନୂଆବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା।

ଏହି ନୂଆବର୍ଷରେ ଆପଣଙ୍କର ସମସ୍ତ ମନୋକାମନା ପୂରଣ ହେବା ସହିତ ବର୍ଷଟି ଆପଣଙ୍କ ପାଇଁ ଶୁଭଦାୟକ ତଥା ମଙ୍ଗଳମୟ ହେଉ । ଦୁନିଆର ସବୁ ଖୁସି ଆପଣଙ୍କର ପାଦତଳେ ଅଜାଡ଼ି ହେଇ ପଢ଼ୁ ।

ପ୍ରଭୁ ଜଗନ୍ନାଥ ଆପଣଙ୍କର ଚଲାପଥ କୁସୁମିତ କରନ୍ତୁ ।
⭕‼️⭕
#

ମହାନ ସନ୍ଥ, ଶିଖ୍ ସମ୍ପ୍ରଦାୟର ପ୍ରଥମ ଗୁରୁ  ଶ୍ରୀ ଗୁରୁ ନାନକ ଦେବ ଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ତାଙ୍କ ଚରଣରେ ଶତ ଶତ ପ୍ରଣାମ।  ​ଗୁରୁଙ୍କ...
05/11/2025

ମହାନ ସନ୍ଥ, ଶିଖ୍ ସମ୍ପ୍ରଦାୟର ପ୍ରଥମ ଗୁରୁ ଶ୍ରୀ ଗୁରୁ ନାନକ ଦେବ ଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ତାଙ୍କ ଚରଣରେ ଶତ ଶତ ପ୍ରଣାମ।
​ଗୁରୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ହୃଦୟରେ ପ୍ରେମ ଓ ସେବାର ଦିବ୍ୟ ଜ୍ୟୋତି ପ୍ରଜ୍ୱଳିତ ହେଉ।

Warm greetings on Guru Nanak Jayanti!

May the divine teachings of Guru Nanak Dev Ji inspire us to walk the path of truth, equality, and compassion.


"ଆ କା ମା ଵୈ...ପାନ ଗୁଆ ଥୋଇ... ପାନଗୁଆ ତୋର ମାସକ ଧରମ ମୋର"। ପବିତ୍ର  #କାର୍ତ୍ତିକପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ...
05/11/2025

"ଆ କା ମା ଵୈ...ପାନ ଗୁଆ ଥୋଇ... ପାନଗୁଆ ତୋର ମାସକ ଧରମ ମୋର"।
ପବିତ୍ର #କାର୍ତ୍ତିକପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଶୁଭକାମନା

ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟ ଓ ପରମ୍ପରାର ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ନୌବାଣିଜ୍ୟ ଆମ ପରମ୍ପରା, ସଂସ୍କୃତି ଓ ଗରିମାମୟ ଅତୀତର ପରିଚୟ । ଏହି ପର୍ବ ସମସ୍ତଙ୍କ ମନରେ ନୂଆ ଆଶା ଓ ଉତ୍ସାହ ଭରିଦେଉ ଏହା ହିଁ ମୋର କାମନା ।




ଆନନ୍ଦ ଓ ଉଲ୍ଲାସର ପର୍ବ ଦୀପାବଳି ଅବସରରେ ସଭିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଦୀପାବଳି ଆପଣଙ୍କ ପରିବାରରେ ଆନନ୍ଦ ଓ ସମୃଦ୍ଧି ଭରିଦେଉ।
20/10/2025

ଆନନ୍ଦ ଓ ଉଲ୍ଲାସର ପର୍ବ ଦୀପାବଳି ଅବସରରେ ସଭିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଦୀପାବଳି ଆପଣଙ୍କ ପରିବାରରେ ଆନନ୍ଦ ଓ ସମୃଦ୍ଧି ଭରିଦେଉ।

Address

2nd Floor, Manorama Complex , Madhu Sudan Marg, Rly. Station Road
Rourkela
769001

Alerts

Be the first to know and let us send you an email when JMS Travels posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to JMS Travels:

Shortcuts

Share

Category