27/07/2026
🚩 ରଥଯାତ୍ରାର ମହାପର୍ବର ପରିସମାପ୍ତି ସହ ନୀଳାଦ୍ରି ବିଜେର ଏହି ପବିତ୍ର ଦିନରେ, ମହାପ୍ରଭୁଙ୍କ ଅସୀମ କୃପା ସମସ୍ତଙ୍କ ଉପରେ ସଦା ବର୍ଷିତ ହେଉ। 🙏
ରସଗୋଲାର ମିଠାସ ପରି ଆପଣଙ୍କ ଜୀବନ ମଧ୍ୟ ସୁଖ, ଶାନ୍ତି ଓ ହସଖୁସିରେ ଭରିଯାଉ।
ପବିତ୍ର ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ଅନେକ ଅନେକ ଶୁଭେଚ୍ଛା।
ଜୟ ଜଗନ୍ନାଥ!
*
*
*
#ଜୟଜଗନ୍ନାଥ #ନୀଳାଦ୍ରିବିଜେ #ରସଗୋଲାଦିବସ